ନକଲି ଔଷଧ କାରବାର ମାମଲାରେ ଆଉ ୨ ଗିରଫ

କଟକରେ ନକଲି ଔଷଧ କାରବାର ମାମଲାରେ ଆଉ ୨ ଜଣ ଔଷଧ ବିକ୍ରେତାଙ୍କୁ ଗିରଫ କରିଛି କମିଶନରେଟ ପୁଲିସ ।

ଏମାନେ ଗିରଫ ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ଠାରୁ ଔଷଧ କିଣି ଖୁଚୁରା ବ୍ୟବସାୟୀଙ୍କୁ ଯୋଗାଉଥିଲେ। ପୂର୍ବରୁ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରିଛି ପୁଲିସ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes