ନକଲି ଆକ୍ୱାଗାର୍ଡ କାରବାର ଘଟଣାରେ ରାଜ୍ୟ ବାହାର ଲିଙ୍କ

ରିମାଣ୍ଡରେ ଥିବା ୨ ଅଭିଯୁକ୍ତ ରାଜ୍ୟ ବାହାର ଲିଙ୍କ କଥା ନେଇ ସୂଚନା ଦେଇଛନ୍ତି।

ଏମାନେ ରାଜ୍ୟ ବାହାରୁ ସାମଗ୍ରୀ ଆଣି କଟକରେ ବିକ୍ରି କରିଥିଲେ। ନିକଟରେ ପୁଲିସ ଚଢାଉ କରି ୨ ଜଣଙ୍କୁ ଧରିବା ସହ ନକଲି ସାମଗ୍ରୀ ଜବତ କରିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes