ଧୁଳି ପାଇଁ ସାଧାରଣ ଜନତା ହଇରାଣ

କୋଟପାଡ଼ ବ୍ଲକ କୁସୁମୀ ଗ୍ରାମ ଠାରୁ କୁନ୍ଦ୍ରା ବ୍ଲକ ପର୍ଯ୍ୟନ୍ତ ରାସ୍ତା କାମ ଚାଲିଛି । ପ୍ରତି ଦିନ ବହୁ ଗାଡ଼ି ଯିବା ଆସିବା କରୁଛି କିନ୍ତୁ ରାସ୍ତାରେ ପାଣି ନପକେଇବା ଦ୍ବାରା ଲୋକଙ୍କ ଘରେ ଘରେ ଧୂଳି ପଶୁଛି ।

ଏହାକୁ ନେଇ ଅନେକ ଥର କହିଲେ ମଧ୍ୟ କିଏ ଶୁଣୁ ନଥିବା ଗ୍ରାମର ଲୋକ ଅଭିଯୋଗ କରିଛନ୍ତି

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes