ଧାମନଗରରେ 68.98% ମତଦାନ, ରବିବାର ଗଣତି

ଭଦ୍ରକ ଜିଲ୍ଲାର ଧାମନଗର ବିଧାନସଭା ଆସନର ଉପନିର୍ବାଚନରେ ଗତକାଲି 68.98% ମତଦାନ ହୋଇଥିବା ଭଦ୍ରକ ଜିଲ୍ଲାପାଳ କହିଛନ୍ତି l ଇଭିଏମ ଗୁଡିକୁ ଏବେ ଷ୍ଟ୍ରଙ୍ଗରୁମରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରଖାଯାଇଛି ଏବଂ ଆସନ୍ତା ରବିବାର ସକାଳ 8 ଟାରୁ ଗଣତି ଆରମ୍ଭ ହେବ ବୋଲି ସେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes