ଧାମନଗରରେ ଆମେ ଜନମତକୁ ସମ୍ମାନ ଦେଉଛୁ : ନବୀନ

ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆମେ ଜନମତକୁ ସମ୍ମାନ ଦେଉଛୁ l ସେଠାରେ ଦିବଙ୍ଗତ ବିଧାୟକ ବହୁତ ଲୋକପ୍ରିୟ ଥିଲେ l ତାଙ୍କ ପୁଅକୁ ବିଜେପି ଟିକେଟ ଦେଇଥିବାରୁ ସେ ଜିତିବେ ବୋଲି ଆଶା କରୁଥିଲୁ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes