ଧାନକଟା ମେସିନ୍ ମାଡ଼ି ଯାଇ ବାଳକ ମୃତ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ କଡ଼ଇନ୍ତା ଗାଁରେ ଧାନକଟା ମେସିନ୍ ମାଡ଼ି ଯାଇ ବାଳକର ମୃତ୍ୟୁ ଘଟିଛି।

ବିଲକୁ ବାପା ପାଇଁ ପାଣି ନେଇ ଯାଇଥିବା ବେଳେ ପୁଅ ଅଘଟଣର ଶିକାର ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes