ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା; ପରିବାର ଲୋକଙ୍କୁ ପୁଲିସର ପଚରାଉଚରା

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ଆଜି ୬ ଜଣିଆ ପୁଲିସ ଟିମ୍ ତାଙ୍କ ଭୁବନେଶ୍ୱର ଘରେ ପହଞ୍ଚି ଘର ଲୋକଙ୍କୁ ପଚରାଉଚରା କରୁଛି।

ପୁଲିସ ଧର୍ମେନ୍ଦ୍ରଙ୍କ ପତ୍ନୀ ଓ ତାଙ୍କ ଘରେ ଥିବା ରୋଷେୟା ପରିବାରକୁ ଜେରା କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes