ଧର୍ମଶାଳା ସରସ୍ବତୀ ଶିଶୁ ମନ୍ଦିରରେ ମୋଦିଙ୍କ ଜନ୍ମଦିନ ପାଳିତ

ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ସରସ୍ବତୀ ଶିଶୁ ମନ୍ଦିରରେ ଛାତ୍ରଛାତ୍ରୀଙ୍କ ଗହଣରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ କରାଯାଇଛି ।

ଏହି ପରିପେକ୍ଷିରେ ପ୍ରଧାନ ଆଚାର୍ଯ୍ୟ ଗୋପୀନାଥ ବଗର୍ତ୍ତି ଓ ଅନ୍ୟାନ୍ୟ ଗୁରୁଜୀ ଗୁରୁମା ଯୋଗ ଦେଇଥିଲେ। ଏଥିରେ ଆଇନଜୀବି ବଳଦେବ ବେଦବାକ ଶ୍ରୀ ମୋଦିଙ୍କ ଜୀବନ ଉପରେ ଆଲୋକପାତ କରିଥିଲେ ଓ ତାଙ୍କର ନିରୋଗ ମଙ୍ଗଳମୟ ଭବିଷ୍ୟତ ଜୀବନ କାମନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes