ଧରାପଡିଲା ପିଲା ଚୋର, ନାବାଳିକା ଉଦ୍ଧାର

ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ଶିଖରଚଣ୍ଡୀ ବସ୍ତିରୁ ପାଞ୍ଚ ଦିନ ତଳେ ତଳେ ଜଣେ ନାବାଳିକା ଶିଶୁ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଥିଲା l

ଆଜି ଜଣେ ପିଲା ଚୋର ଉକ୍ତ ନାବାଳିକାକୁ ଧରି ବୁଲୁଥିବା ବେଳେ ଇନଫୋସିଟି ଥାନା ପୁଲିସ ଓ ଲୋକମାନେ ତାକୁ କାବୁ କରିବା ସହ ନାବାଳିକାକୁ ଉଦ୍ଧାର କରିଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes