ଧନୁଯାତ୍ରା ମହୋତ୍ସବରେ ଦୁଇ ବାନ୍ଧ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ

ସୋନପୁର ଜିଲ୍ଲା କଳାପଥର ଗ୍ରାମର ଦୁଇ ବାନ୍ଧ ଶିଳ୍ପୀ ଓ ଡିଜାଇନର ପରେମେଶ୍ଵର ମେହେର, ଭକ୍ତ ଚରଣ ମେହେରଙ୍କୁ ସୁବଳୟା ଧନୁଯାତ୍ରା ମହୋତ୍ସବରେ ବାବା ଅବଧୂତ ସାଂସ୍କୃତିକ ସଂଘ ପକ୍ଷରୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes