ଦୟନୀୟ ଅବସ୍ଥାରେ ଉଦଳା ବସଷ୍ଟାଣ୍ଡ; ମରାମତି ଦାବି

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବସ ଷ୍ଟାଣ୍ଡ ଅତି ଦୟନୀୟ ଅବସ୍ଥାରେ ପଡି ରହିଛି । ଏଠାରୁ ଶହ ଶହ ଲୋକେ ଦୈନିକ ବାରିପଦା, ବାଲେଶ୍ଵର, କଟକ, କଲକାତା ଆଦି ସହର ବସ ଯୋଗେ ଯାତାୟାତ କରିଥାନ୍ତି ।

ଆଜି ଟିକିଏ ବର୍ଷାରେ ପାଣି ଜମା ହୋଇଥିବାର ଦେଖିବାକୁ ମିଳିଛି । ଯାହାକି ଲୋକେ ନାନାଦି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଲୋକେ । ପ୍ରସାସନ ଦୃଷ୍ଟି ଦେଇ ତୁରନ୍ତ ମରାମତି କରିବା ସାଧାରଣରେ ଦାବି ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes