ଦ୍ରୌପଦୀଙ୍କ ଶପଥ ଉତ୍ସବ ପାଇଁ ଅନେକ ସ୍ଥାନରେ ଉତ୍ସବ

ଓଡ଼ିଶାର ମହିଳା ଦ୍ରୌପଦୀ ମୁର୍ମୁ ଆଉ କିଛି କ୍ଷଣ ମଧ୍ୟରେ ରାଷ୍ଟ୍ରପତି ଭାବେ ଶପଥ ନେଉଥିବା ବେଳେ ଓଡ଼ିଶାରେ ଭୁବନେଶ୍ୱର, ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର, ଉପରବେଡା ଓ ପାହାଡ଼ପୁରରେ ଲୋକମାନେ ଉତ୍ସବ ମନାଉଛନ୍ତି l
ନାଚ ଗୀତ ସହ ଲୋକମାନେ ଆତସବାଜି କରୁଥିବା ଦେଖିବାକୁ ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes