ଦ୍ରୌପଦୀଙ୍କୁ ମୋକିମଙ୍କ ଭୋଟ ପରେ କଂଗ୍ରେସରେ ତୀବ୍ର ପ୍ରତିକ୍ରିୟା

ରାଷ୍ଟ୍ରପତି ଭୋଟରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଟକର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଭୋଟ ଦେବା ପରେ କଂଗ୍ରେସରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ଏବଂ ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି l
କଂଗ୍ରେସ ନେତା ନରସିଂହ ମିଶ୍ର, ତାରା ବାହିନୀପତି ମଧ୍ୟ ମୋକିମଙ୍କୁ ଏଭଳି ନିଷ୍ପତ୍ତି ପାଇଁ ସମାଲୋଚନା କରିଛନ୍ତି ଏବଂ ଏହା ଦଳର ଶୃଙ୍ଖଳା ଭଙ୍ଗ କରିଥିବା କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes