ଦେବଗଡ଼ରେ ମାଟିତଳୁ ନଗଦ ୩୨ ଲକ୍ଷ ଟଙ୍କା ଜବତ କଲା ସମ୍ବଲପୁର ପୁଲିସ

ଗତ ୧୬ ତାରିଖରେ ସମ୍ବଲପୁରର ଭିଏସ୍ଏସ୍ ମାର୍ଗ ସ୍ଥିତ ଏକ ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।

ସିସିଟିଭି ଫୁଟେଜ ଆଧାରରେ ସମ୍ବଲପୁର ପୁଲିସ ତଦନ୍ତ କରି ଜଣେ ପୂର୍ବତନ କର୍ମଚାରୀଙ୍କ ସହ ୪ ଜଣଙ୍କୁ ଗିରଫ କରିବା ପରେ ଏହି ଟଙ୍କା ଜବତ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes