ଦେଉଳମୁଣ୍ଡାରେ ପହଞ୍ଚିଲା ସତ୍ୟସାଇଙ୍କ ଦିବ୍ୟ ପାଦୁକା ରଥ

ବୀରମହାରାଜପୁର ବ୍ଲକ ର ବିଭିନ୍ନ ଗ୍ରାମକୁ ସତ୍ୟ ସାଇ ସେବା ସଂଗଠନ , ଓଡ଼ିଶା ତରଫରୁ ବାବାଙ୍କ ଦିବ୍ୟ ପାଦୁକା ରଥ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ତଥା ସାଇବାବାଙ୍କ ପ୍ରଚାର ପ୍ରସାର ଉଦେଶ୍ୟରେ ଭ୍ରମଣ କରୁଅଛି।ସେହି ପରିପ୍ରେକ୍ଷୀରେ ଦେଉଳମୁଣ୍ଡା ଗ୍ରାମରେ ମଧ୍ୟ ଶତାଧିକ ଶ୍ରଦ୍ଧାଳୁ ମଧ୍ୟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଯାଇଛି l

କଳସ ଦୀପ ପ୍ରଜ୍ବଳିତ ପୂର୍ବକ ରଥକୁ ସ୍ୱାଗତ କରିଥିଲେ ଏବଂ ଗ୍ରାମରେ ଭକ୍ତି ମୟ ପରିବେଶରେ ସତ୍ୟ ସାଇ ଦିବ୍ୟ ଚେତନା ଲୋକାଭିମୁଖୀ ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes