ଦୂଷିତ ହୋଇଛି ମହାନଦୀ ଓ ବ୍ରାହ୍ମଣୀ ନଦୀ ଜଳ: ମନ୍ତ୍ରୀ

୧୧ଟି ମୁଖ୍ୟ ନଦୀର ୧୨୯ଟି ସ୍ଥାନରେ ଜଳ ମାନ ପରୀକ୍ଷଣରୁ ଏହା ସ୍ପଷ୍ଟ ହୋଇଥିବା ବେଳେ ସହରାଞ୍ଚଳର ବର୍ଜ୍ୟଜଳ ଓ ନଦୀ ଜଳର ଇନଷ୍ଟ୍ରିମ୍ ବ୍ୟବହାରରୁ ଦୂଷିତ ହୋଇଛି।

ଏନେଇ ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରଦୀପ ଅମାତ ଲିଖିତ ଉତ୍ତର ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes