ଦୂରଦୁରା ଠାରେ ବନ ମହୋତ୍ସବ ପାଳନ

ଆଜି ସୁବର୍ଣ୍ଣପୁର ଜିଲ୍ଲା ଦୂରଦୁରା ଠାରେ ୭୩ ତମ ବନ ମହୋତ୍ସବ ପାଳନ ହୋଇ ଯାଇଛି l

ଏହି କାର୍ଯ୍ୟକ୍ରମରେ ଦୁର୍ଦରା ବନପାଳ କୁର୍ତ୍ତିବାସ ସେଠଙ୍କ ସମେତ ପିତାମହୁଲ ସରପଞ୍ଚ ଆକସ୍ମିତା ବଢିଆ, ସମିତି ସଭ୍ୟ ସଇନ୍ଦୁ ସାହୁ ଏବଂ ସମାଜସେବୀ ଦୟାଶୀଳ ଭୋଇଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes