ଦୁର୍ଘଟଣା ପରେ ଇନ୍ସପେକ୍ଟର ଡରି ଫେରାର ହୋଇଯାଇଛନ୍ତି: ଏସ୍‌ପି

ସୋନପୁର ବଡ଼ବାହାଲି ଛକ ଦୁର୍ଘଟଣାକୁ ନେଇ ସୋନପୁର ଏସ୍‌ପି କହିଛନ୍ତି, ଭୁଲ ଦିଗରୁ ଯାଇ ମାରୁତି ଏର୍ଟିଗା ଦୁର୍ଘଟଣା ଘଟାଇଛି।

ଗାଡ଼ିରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ଥିଲେ, ଡ୍ରାଇଭର ଗାଡ଼ି ଚଳାଉଥିଲେ, ଦୁର୍ଘଟଣା ପରେ ଇନ୍ସପେକ୍ଟର ଡରି ଫେରାର ହୋଇଯାଇଛନ୍ତି, ଇନ୍ସପେକ୍ଟରଙ୍କ ଡ୍ରାଇଭରକୁ ଧରି ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes