ଦୁର୍ଘଟଣାରେ ରାଇରଙ୍ଗପୁର ଏସଡ଼ିଜେଏମଙ୍କ ମୃତ୍ୟୁ

ଆଜି ଅପରାହ୍ନରେ ରାଇରଙ୍ଗପୁର ଏସଡିଜେଏମ ସ୍ମରଣିକା ପ୍ରଧାନ ପୁରୀ ଅଭିମୁଖେ ଆସୁଥିବା ବେଳେ 49 ନମ୍ବର ଜାତୀୟ ରାଜପଥର ଚାଇଁନେବଦା ନିକଟରେ କାର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି l
ସ୍ୱାମୀଙ୍କ ସହ ସେ କାରରେ ଆସୁଥିବା ବେଳେ କାରଟି ବିଦ୍ୟୁତ ଖୁଣ୍ଟରେ ଧକ୍କା ଖାଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes