ଦୁତୀକୃଷ୍ଣ ପଣ୍ଡାଙ୍କ ତୃତୀୟ ଵାର୍ଷିକ ସ୍ମୃତି ସମାରୋହ

ବିଶିଷ୍ଟ କମ୍ଯୁନିଷ୍ଟ ନେତା ଦୁତୀକୃଷ୍ଣ ପଣ୍ଡାଙ୍କ ତୃତୀୟ ଵାର୍ଷିକ ସ୍ମୃତି ସମାରୋହ
ଆଜି ଏଆଇଟିୟୁସି ରାଜ୍ଯ କାର୍ଯ୍ଯାଳୟରେ ଅନୁଷ୍ଠିତ ହୋଇଯାଇଛି l

ଏଥିରେ ଅଵସରପ୍ରାପ୍ତ ଅଧ୍ଯପକ ତଥା ଦୁତୀକୃଷ୍ଣ ମେମୋରିଆଲ ଆଣ୍ଡ ଚାରିଟେଵ୍ଲ ଟ୍ରଷ୍ଟର କାର୍ଯ୍ଯକାରୀ ଅଧ୍ଯକ୍ଷ ନୀରଞ୍ଜନ ପାଢୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏଆଇଟିୟୁସି ରାଜ୍ଯ ଉପ ସାଧାରଣ ସମ୍ପାଦକ ଵିଜୟ ଜେନା, ପୁର୍ଵତନ ଉପସାଧାରଣ ସମ୍ପାଦକ ରାମ ଶଙ୍କର ରାମ, ଵିକେଏମୟୁର ରାଜ୍ଯ ସମ୍ପାଦକ ସୁର ଜେନା, ଏଆଇଏସ୍ଏଫ୍ ରାଜ୍ଯ ସଭାପତି ସଂଘମିତ୍ରା ଜେନା,ଏଆଇଟିୟୁସି ଜାତୀୟ ପରିଷଦ ସଦସ୍ଯ ଜୟନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes