ଦୁଇ ନୂଆ ସିନେମାର ମହୁରତ

ଝିଲିକ ମୋସନ ପିକ୍‌ଚର୍ସ ଗୋଟିଏ ଦିନରେ ଦୁଇଟି ଚଳଚ୍ଚିତ୍ରର ମହୁରତ ଶୁକ୍ରବାର ସନ୍ଧ୍ୟାରେ କରିଛି l ଦୁଇଟି ସିନେମାରୁ ଗୋଟିଏର ନାଁ ରହିଛି ତୋର ମୋର କଟି ଓ ଅନ୍ୟଟିର ନାଁ ରହିଛି ପ୍ରିୟେ ତୁ ମୋ ସିଏ l ତୋର ମୋର କଟିର ମୂଖ୍ୟ ଭୁମିକାରେ ସିଦ୍ଧାନ୍ତ ମହାପାତ୍ର, ଶୈଳେନ୍ଦ୍ର, ଶୀତଲ ଓ ଅନ୍ୟମାନେ ରହିଛନ୍ତି l

ରମେଶ ରାଉତ ନିର୍ଦ୍ଦେଶନା ଦେଉଥିବା ବେଳେ ସଂଗୀତ ଦେଉଛନ୍ତି ପ୍ରେମ ଆନନ୍ଦ l ସେହିପରି ପ୍ରିୟେ ତୁ ମୋ ସିଏର ମୁଖ୍ୟ ଚରିତ୍ରରେ ଅମ୍ଳାନ, ଏଲିନା, ବବି ମିଶ୍ର ରହିଛନ୍ତି l ନିର୍ଦ୍ଦେଶନା ସୁଧାଂଶୁ ସାହୁ ଦେଉଥିବାବେଳେ ବୈଦ୍ୟନାଥ ଦାଶ ସଂଗୀତ ଦେଉଛନ୍ତି l ପ୍ରଯୋଜନା କରିଛନ୍ତି ଝିଲିକ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes