ଦୁଇ ଡ୍ରାଇଭର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ଭୁବନେଶ୍ୱର ତମାଣ୍ଡୋରେ ବାହାର ରାଜ୍ୟର ଡ୍ରାଇଭର-ଆନ୍ଦୋଳନରତ ଡ୍ରାଇଭର ଧସ୍ତାଧସ୍ତି ହୋଇଛନ୍ତି।

ଲାଠି ଚାର୍ଜ କରି ରାସ୍ତା କ୍ଲିଅର କରୁଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes