ଦୁଇ କୋକେନ ବେପାରୀ ବିଦେଶୀ ବ୍ୟବସାୟୀଙ୍କ ଲିଙ୍କରେ ଥିଲେ

ନିକଟରେ ଭୁବନେଶ୍ୱରର ଜାଭିୟର୍ସ ଛକରେ ଗିରଫ ହୋଇଥିବା ଦୁଇ କୋକେନ ବେପାରୀ ରବି ଓ ସନ୍ନି ଛଅଟି ଦେଶର ନିଶା ବେପାରୀଙ୍କ ଲିଙ୍କରେ ଥିଲେ ବୋଲି କ୍ରାଇମବ୍ରାଞ୍ଚ ଅଧିକାରୀ ଆଜି କହିଛନ୍ତି l

ଆସନ୍ତା ହକି ବିଶ୍ଵକପକୁ ଦୃଷ୍ଟିରେ ରଖି ବେପାର ବଢ଼ାଉଥିବା ଦୁଇ ଅଭିଯୁକ୍ତଙ୍କୁ ଏନସିବି ମଧ୍ୟ ଜେରା କରିଥିବା ସେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes