ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ,୧୦ ଆହତ

ଭଦ୍ରକ ଜିଲ୍ଲା ଚରମ୍ପାରେ ବିଳମ୍ବିତ ରାତିରେ କୌଣସି କାରଣରୁ ୨ କିନ୍ନର ଗୋଷ୍ଠୀ ଗଣ୍ଡଗୋଳ ଗଣ୍ଡଗୋଳ ହୋଇ ୧୦ରୁ ଉର୍ଦ୍ଧ୍ୱ କିନ୍ନର ଆହତ ହୋଇଛନ୍ତି ଏବଂ ଆହତଙ୍କ ମଧ୍ୟରୁ ୪ ଗୁରୁତର ହୋଇଛନ୍ତି ।

ଗୁରୁତର ୪ କିନ୍ନରଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର ।ଗଣ୍ଡଗୋଳ ପରେ ଚରମ୍ପା ସହରରେ ପୁଲିସର ଫ୍ଲାଗମାର୍ଚ୍ଚ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes