ଦୁଇ ଏଟିଏମରୁ ୧୧ ବ୍ୟାଟେରି ଲୁଟ

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ ଡୁକୁରା ଷ୍ଟେଟବ୍ୟାଙ୍କ ଏଟିଏମରୁ ୮ ଟି ଓ ଖୁଣ୍ଟା ବ୍ଳକ ଛକ ନିକଟରେ ଥିବା ଏକ୍ସିସ ଏଟିଏମରୁ ୩ ଟି ବ୍ୟାଟେରି ଲୁଟ ହୋଇଥିବା ଆଜି ଦେଖିବାକୁ ମିଳିଛି ।

ପିଲିସ ଘଟଣାର ତଦନ୍ତ ଚଳାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes