ଦୁଇଦିନିଆ ମହିଳା ଜାତୀୟ କର୍ମଶାଳା ଉଦଘାଟିତ

ଭୁବନେଶ୍ୱରର କିଟ ଅଡ଼ିଟୋରିଅମ ଠାରେ ଆୟୋଜିତ ଦୁଇଦିନିଆ ମହିଳା ଜାତୀୟ ସଂସଦ କର୍ମଶାଳାକୁ ଆଭାସୀ ମାଧ୍ୟମରେ ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

ସେ କହିଥିଲେ, ନାରୀମାନଙ୍କୁ ସମ୍ମାନ ଣ ଜଣାଇ କୌଣସି ସମାଜ ବା ଜାତି ପ୍ରଗତି କରିପାରିନାହିଁ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes