ଦିବ୍ୟଜ୍ୟୋତି ପରିଡା ଗଞ୍ଜାମର ନୂଆ ଜିଲ୍ଲାପାଳ June 16, 2022 by Odisha ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଆଜି ଗଞ୍ଜାମର ନୂଆ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି l