ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସ୍କୁଲର ପାଠପଢା ଅବଧିକୁ ବୃଦ୍ଧି କରିବା ସପକ୍ଷରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି।
ପାଣିପାଗରେ ପରିବର୍ତ୍ତନ ଆସିଥିବାରୁ ୧୦ ଟା ପର୍ଯ୍ୟନ୍ତ ସମୟ ବୃଦ୍ଧି କରିବାକୁ ବିଭାଗକୁ ପରାମର୍ଶ ଦେଇଛନ୍ତି ଆୟୋଗ ଅଧ୍ୟକ୍ଷା।
Credible Local News of Odisha