ଦିନ ଦିପ୍ରହରେ ଗାଡି ଡିକି ଭାଙ୍ଗି ଲୁଟ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳାରେ ଆଜି ଦିନ ଦ୍ୱିପ୍ରହରରେ ଲୁଟର ଶିକାର ହୋଇଛନ୍ତି ବାରିପଦାର ଗେଜେନ୍ଦ୍ର ସେଠି।

ସେ ଉଦଳା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରୁ ୨ ଲକ୍ଷ ନଗଦ ଟଙ୍କା ଉଠାଣ କରିଥିଲେ। ମେନ ମାର୍କେଟ ସୁଭଦ୍ରା ଗାରମେଣ୍ଟସ ଠାରେ ଏକ ଲସି ଦୋକନରେ ଲସି ପିଉଥିଲେ । ଦୁଇ ଜଣ ଦୁର୍ବୁତ୍ତ ଡିକି ଭାଙ୍ଗି ଟଙ୍କା ଲୁଟି ନେଇଥିଲେ । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୁଲିସ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes