ଦାବି ଜଣାଇବା ପାଇଁ ରାଉରକେଲାରୁ ଦିଲ୍ଲୀ ପଦଯାତ୍ରା

ରାଉରକେଲାରେ ସୁପର ସ୍ପେଶାଲିଟି ହସ୍ପିଟାଲର କାର୍ଯ୍ୟକ୍ଷମ ଦାବି ନେଇ ୧ ଏପ୍ରିଲରୁ ରାଉରକେଲାରୁ ଦିଲ୍ଲୀ ପଦଯାତ୍ରା କରିଥିଲେ ମୁକ୍ତିକାନ୍ତ ଏବଂ ସୋମବାର ରାଷ୍ଟ୍ରପତି ଭବନ ପରିସରରେ ଧାରଣା ଦେଇଥିବା ସମୟରେ ତାଙ୍କୁ ଅଟକ ରଖିଛି ଦିଲ୍ଲୀ ପୁଲିସ ।

ଏପରିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ରାଉରକେଲାର ସମସ୍ୟା ନେଇ ସେ ପହଞ୍ଚିଥିଲେ ବୋଲି କହିଛନ୍ତି । ଏହା ପରେ ସେ ରାଷ୍ଟ୍ରପତି ଭବନକୁ ଯାଇଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes