ଦଳେଇଘାଇରେ ବିପଦସଂକେତ ଟପିଲା ଦେବୀ ନଦୀ

ଜଗତସିଂହପୁର ଜିଲ୍ଳାର ଦଳେଇଘାଇ ଠାରେ ଦେବୀ ନଦୀର ବନ୍ୟା ଜଳ ବିପଦ ସଂକେତ ଟପିଛି l ଏଠାରେ ବିପଦ ସଂକେତ 57 ଫୁଟ ଥିବା ବେଳେ ବନ୍ୟା ଜଳ 58.60 ଫୁଟ ଉଚ୍ଚରେ ପ୍ରବାହିତ ହେଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version