ଥାନା ସମ୍ମୁଖ ଦୋକାନରୁ ଚୋରି, ୨ ଗିରଫ, ଜଣେ ଫେରାର

ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ଥାନା ସମ୍ମୁଖ ଦୋକାନରୁ ଚୋରି ହେବା ଘଟଣାରେ ପୁଲିସ ଆଜି ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଦୋକାନ ମାଲିକ ଅଶୋକ କୁମାର ଦାଶଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ଋଜୁ କରିଥିଲା । ପଡୋଶୀ ଦୋକାନ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes