ଥାନା ଆଗରେ ଟ୍ରକ ମାଲିକଙ୍କ ଧାରଣା

ଟ୍ରକ ମାଲିକ ସଂଘର ଉପସଭାପତି ଗିରଫ ପ୍ରତିବାଦରେ ଏନ୍‌ଏଚ୍‌ ୫ (A) ଅବରୋଧ ସହ ପାରାଦୀପ ଲକ୍‌ ଥାନା ଆଗରେ ଉତ୍ତେଜନା ଦେଖାଦେଇଛି।

ପୁଲିସ ମିଥ୍ୟା କେସ୍ କରି ଫସାଇ ଦେଇଥିବା ସଂଘ ଅଭିଯୋଗ କରିଛି। ପୁଲିସ କହିଛି ଡ୍ୟୁଟି ବେଳେ ସେମାନେ ଆକ୍ରମଣ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes