ଥାନାରୁ ହତ୍ୟା ଅଭିଯୁକ୍ତ ଚମ୍ପଟ

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ହାଜତରୁ ହତ୍ୟା ଅଭିଯୁକ୍ତ ଚମ୍ପଟ ମାରିଛି।

ସକାଳେ ଶୌଚ ହେବାକୁ କହି ହାଜତରୁ ଚମ୍ପଟ ମାରିଥିବା ସୂଚନା ମିଳିଛି।ନିୟମଗିରି ଲମ୍ବା ଗାଁରେ ସାନଭାଇକୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes