ତିୱାରୀ ଗୋଦାମ ରେ ଅଗ୍ନିକାଣ୍ଡ

କେନ୍ଦୁଝର ସହର ଜେଲ ରୋଡ଼ ସ୍ଥିତ ତିୱାରୀ ଜୋତା ଗୋଦାମ ଘରେ ଅଗ୍ନିକାଣ୍ଡ ଘଟି ବ୍ୟାପକ ସାମଗ୍ରୀ ପୋଡ଼ି ଯାଇଛି।

ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes