ତିଲେଇମାଲରେ ପୋଷଣ ଓଜନ ଉତ୍ସବ

ଆଜି ଜୁଯୋମୁରା ବ୍ଳକ ମେଘପାଳ ପଞ୍ଚତୟତର ତିଲେଇମାଲ ଠାରେ ପୋଷଣ ଓଜନ ଉତ୍ସବ ପାଳନ କରାଯାଇଥିଲା ।

ଏହି କାଯ୍ୟକ୍ରମରେ ମେଘପାଲ ସରପଞ୍ଚ ମମତା ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଜନ ମାପର ଗୁରୁତ୍ୱ ଓ ପୋଷଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।ଏଥିରେ ପ୍ରତ୍ୟେକ ଶିଶୁଙ୍କ ଓଜନ କରାଯାଇ ପୋଷଣ ପାଇଁ ସ୍ୱତନ୍ତ୍ର ଭାବରେ ସଚେତନ କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes