ତିନିରଥର ଦଣ୍ଡା ଫ୍ରେମ ସଂଯୋଗ

ପୁରୀ ରଥଖଳାରେ ଆଜି ପର୍ଯ୍ୟନ୍ତ ତିନିରଥର ଦଣ୍ଡା ଫ୍ରେମ ଚକ ଅଖର ଉପରି ଭାଗରେ ସଂଯୋଗ କରାଯାଇଛି ।

ତିନିରଥର ଦୁଇଟି ଲେଖାଁଏ ଗରଗରାରେ ବିନ୍ଧ କାର୍ଯ୍ୟ ଶେଷ ହୋଇଅଛି ଓ ଦୁଇଟି ଲେଖାଁଏ ଢ଼ମକ ଚଉପଟ କାର୍ଯ୍ୟ ଶେଷ ହୋଇଅଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes