ତିନିରଥରେ ପୋଟଳ ସହ ପାରାଭାଡ଼ି ସଂଯୋଗ ଶେଷ

ତିନିରଥର ବେଦୀ ଚାରି ପାର୍ଶ୍ୱରେ ତାଗ ବାଡ଼ିଆ ଏବଂ ପଛ ଭାଗରେ ପାରୁସ ପଟା ବାଡ଼ିଆ ଶେଷ ହୋଇଥିବା ବେଳେ ତିନିରଥରେ ସମସ୍ତ ପୋଟଳ ସହ ପାରାଭାଡ଼ି ସଂଯୋଗ ହୋଇଅଛି ।

ବାକି ରହିଥିବା ଭୁଇଁ ପାଖୁଡ଼ାରେ ନାହାକା ସେଟିଙ୍ଗ ସହ, ତିନିରଥର ପ୍ରଥମ ଭୁଇଁ ବା ମୂଳ ଭୁଇଁରେ କଇଁଛି ସହ ମଝି ଭୁଇଁ ଏବଂ ଅଗ ଭୁଇଁରେ ‘ଅନ୍ଧାରି-ତାଗ’ ସେଟିଙ୍ଗ କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes