ତିଗିରିଆ ବଉଳାଙ୍ଗରେ ମହାନଦୀ ବନ୍ଧରେ ଘଳିଆ

କଟକ ଜିଲ୍ଲାର ତିଗିରିଆ ଅଞ୍ଚଳର ବଉଳାଙ୍ଗ ନିକଟରେ ମହାନଦୀ ବନ୍ଧରେ ଘଳିଆ ସୃଷ୍ଟି ହୋଇଥିବାରୁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି l ବନ୍ଧରେ ବାଲି ବସ୍ତା ପକାଇ ପରିସ୍ଥିତି ସମ୍ଭାଳିବାକୁ ଲୋକେ ଉଦ୍ୟମ କରୁଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version