ତାଳପତ୍ରରେ ଭାଗବତ ଲେଖିଛନ୍ତି ଅବସରପ୍ରାପ୍ତ ଯନ୍ତ୍ରୀ

କେନ୍ଦୁଝର ଜିଲ୍ଲା ଗାୟତ୍ରୀମନ୍ଦିର କଲୋନୀ ଅଞ୍ଚଳର ଅବସରପ୍ରାପ୍ତ ଯନ୍ତ୍ରୀ ପ୍ରତାପଚନ୍ଦ୍ର ବାରିକ ତାଳପତ୍ରରେ ଶ୍ରୀମଦ୍ଦ ଭାଗବତ ଗୀତାର ୭ଶହ ଶ୍ଳୋକ ଲେଖି ଖୁବ ପ୍ରଶଂସା ସାଉଁଟିଛନ୍ତି ।

ଏହି କମ୍ପ୍ୟୁଟର ଯୁଗରେ ତାଳପତ୍ର ପୋଥି ହାଯାଇଯାଉଥିବା ବେଳେ ୨୦୧୫ ମସିହାରୁ ସେ ଲେଖା ଆରମ୍ଭ କରିଥିଲେ ଏବଂ ତାଙ୍କୁ ଲେଖିବା ପାଇଁ ୩ବର୍ଷ ସମୟ ଲାଗିଯାଇଥିଲା ।ଏହି ଶ୍ଳୋକ ଗୁଡିକ ହିନ୍ଦୀ ଭାଷାରେ ଲେଖିଥିବା ଜଣାପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes