ତାଳଚେର ଟ୍ରକ ମାଲିକ ସଙ୍ଘର ଦାବିପତ୍ର ପ୍ରଦାନ

ଅନୁଗୁଳ ଜିଲ୍ଲା ତାଳଚେର ଟ୍ରକ ମାଲିକଙ୍କ ଉଚିତ ଭଡା ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l

ସଂଘ ସଭାପତି ଦିଲିପ ପାଣିଙ୍କ ନେତୃତ୍ୱରେ ଶତାଧିକ ଟ୍ରକ ମାଲିକ ଏକ ପଦଯାତ୍ରାରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏହି ଦାବି ପତ୍ର ପ୍ରଦାନ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes