ତାଳଚେରରେ ବିଜେପି ଆଦିବାସୀ ମୋର୍ଚ୍ଚାର ସମାବେଶ

ମୋଦୀ ସରକାରଙ୍କ ଆଠ ବର୍ଷ ପୂର୍ତ୍ତି ଅବସରରେ ସେବା ସୁଶାସନ ଓ ଗରିବ କଲ୍ୟାଣ ପର୍ବରେ ଆଜି ତାଳଚେର ଟେଣ୍ଟୁଲେଇ ପଂଚାୟତର ବଗାଧର ଠାରେ ଅନୁସୂଚିତ ଜନଜାତି ସମାବେଶ ଅନୁଷ୍ଠିତ ହୋଇଛି l

ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଯୋଗ ଦେଇ ଅନୁସୂଚିତ ଜନଜାତିର ଲୋକଙ୍କ ପାଇଁ ନରେନ୍ଦ୍ର ମୋଦୀ ସବୁ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି କହିଥିଲେ |

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version