ତଦନ୍ତରେ ବିଳମ୍ବ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ୟୁଜରସ ଫୋରମର

ବରଗଡ ବରାହଗୋଡା ଠାରେ ଅଶୋକା ବିଲଡକନ ବେଆଇନ ଭାବରେ ଟୋଲ ଆଦାୟ କରୁଥିବା ନେଇ ୩୧/୧୨/୨୦୨୦ ରିଖରେ ଜିଲ୍ଲାପାଳ ସଭାଗୃହରେ ୟୁଜରସ ଫୋରମର ଏକ ପ୍ରତିନିଧି ଦଳ ତତ୍କାଳୀନ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ।

ଏନେଇ ତତନ୍ତ ପାଇଁ କହିଥିଲେ। ହେଲେ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ତଦନ୍ତ ହୋଇନଥିବା ଫୋରମର କହିଛି। ଏ ନେଇ ଫୋରମର ଆଜି ଜିଲ୍ଲାପାଳଙ୍କୁ ଚିଠି ଲେଖିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes