ଢେଙ୍କାନାଳ ଗୁଳିକାଣ୍ଡ ଘଟଣାରେ ୨ ଗିରଫ

ପୋଖରୀ ଖୋଳାକୁ ନେଇ ଢେଙ୍କାନାଳ ଜିଲ୍ଲା କନ୍ଧପାଳ ଗାଁରେ ଦୁଇ ପରିବାର ମଧ୍ୟରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ନୃପତି ନାୟକର ବାପା ଓ ସମ୍ପର୍କୀୟ ଗିରଫ ହୋଇଛନ୍ତି।

ଏବେ ବି ୫ରୁ ଅଧିକ ଅଭିଯୁକ୍ତ ଫେରାର ଅଛନ୍ତି। ଗତକାଲି ସଦର ଥାନା କନ୍ଧପାଳ ଗାଁରେ ହୋଇଥିଲା ଗୁଳିକାଣ୍ଡ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes