ଢେଙ୍କାନାଳର ୨ଟି ସ୍ଥାନରୁ ବ୍ରାଉନସୁଗର ଜବତ

ଢେଙ୍କାନାଳ ଜିଲ୍ଲା ତାରିଣୀନଗରରୁ ୬୮୫ ଓ ଭୁବନରୁ ୨୬ ଗ୍ରାମ ବ୍ରାଉନସୁଗର ଜବତ କରିଛି ପୁଲିସ।

ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୭୧ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes