ଢେଙ୍କାନାଳର ପ୍ରସିଦ୍ଧ ମହିମା ଗାଦି ପରିସରରେ ଚାଲିଲା ଜେସିବି

ଗାଦି ପରିସରରେ ଥିବା ଧୂନି ଏବଂ ବତି ମନ୍ଦିର ଭାଙ୍ଗୁଛି ଜେସିବି।

ମନ୍ଦିରରେ ୪୫ ପ୍ଲାଟୁନ ଫୋର୍ସ ସହ ଉପଜିଲ୍ଲାପାଳ, ଏଏସପି ଉପସ୍ଥିତ ଅଛନ୍ତି। ମନ୍ଦିରକୁ ନେଇ ବକଳଧାରୀ-କୌପିନଧାରୀଙ୍କ ମଧ୍ୟରେ ବିବାଦ ଥିଲା।ଏନେଇ କୋର୍ଟଙ୍କ ନିର୍ଦ୍ଦେଶ ପରେ ମନ୍ଦିର ଭଙ୍ଗା ଆରମ୍ଭ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes