ଡ୍ରେନେଜ ନଥିବାରୁ ନଳକୂପ ପାଣି ରାସ୍ତା ଉପରେ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଅଧିନସ୍ଥ ୧ନଂ ୱାର୍ଡ ଦାନିପାଳି ଗ୍ରାମରେ ଥିବା ନଳକୂପର ନିର୍ଗତ ପାଣି ପାଇଁ ଡ୍ରେନେଜ ସିଷ୍ଟମ ନଥିବାରୁ ପାଣି ରାସ୍ତା ଉପରେ ଚାଲୁଛି ।

ଫଳରେ ଆଣ୍ଟୁଏ ପାଣିରେ ସମସ୍ତେ ଯିବା ଆସିବା କରୁଛନ୍ତି ।ସ୍ଥାନୀୟ ଏନଏସି ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes