ଡ୍ରେନଜ ପାଣି ରାସ୍ତାକୁ ଆସିଲେ ଘର ସମ୍ମୁଖରେ ପଡ଼ିବ ବିଏମସି ଅଳିଆ

ଭୁବନେଶ୍ୱର ମେୟର ସୁଲୋଚନା ଦାସ ଆଜି ଲକ୍ଷ୍ମୀ ସାଗର ଅଞ୍ଚଳ ପରିଦର୍ଶନ କରିବା ବେଳେ ଘରର ସ୍ୱରେଜ୍ ପାଣି ରାସ୍ତା ଉପରେ ଛଡ଼ାଯାଉଥିବା ନେଇ ଘର ମାଲିକଙ୍କୁ ତାଗିଦ କରିଛନ୍ତି।

ଡ୍ରେନେଜ ପାଣି ରାସ୍ତା ଉପରେ ପଡିଲେ ବିଏମସି ଘର ସମ୍ମୁଖରେ ଗାଡ଼ି ଗାଡ଼ି ଅଳିଆ ପକାଇବ ବୋଲି କହିଛନ୍ତି ମେୟର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes