ଡ୍ରାଇଭର ସଙ୍ଘର ରାଜପଥ ଅବରୋଧ, ଶହ ଶହ ଗାଡି ଅଟକ

ଆଜି ଡ୍ରାଇଭର ମହାସଂଘ ପକ୍ଷରୁ ବିକ୍ଷୋଭ ଯୋଗୁଁ ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଓ ପିଏମଜି ଅଞ୍ଚଳରେ ଜନଜୀବନ ଅଚଳ ହୋଇଥିବା ବେଳେ ଦ୍ବିପ୍ରହର ସମୟରେ ସଂଘ ପକ୍ଷରୁ ସତସଙ୍ଗ ବିହାର ଛକରେ 16 ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି l

ଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ଗାଡିମୋଟର ଘଣ୍ଟାଧିକ କାଳ ଅଟକି ରହିଥିବା ଦେଖିବାକୁ ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes