ଡ୍ରାଇଭର ମହାସଂଘ ନାମରେ ତିନୋଟି ମାମଲା ରୁଜୁ

ସୋମବାର ଡ୍ରାଇଭର ମହାସଂଘ ପକ୍ଷରୁ ଭୁବନେଶ୍ୱରରେ ବିକ୍ଷୋଭ ସମାବେଶ ସମୟରେ ଅନେକ ସଦସ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା ସହ ଆତଙ୍କ କରିଥିବା ଦେଖିବାକୁ ମିଳିଥିଲା l

ଏଥିପାଇଁ ସଂଘ ନାମରେ ତିନୋଟି ମାମଲା ରୁଜୁ କରାଯାଇଛି ଏବଂ ସିସିଟିଭି ଫୁଟେଜରୁ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରାଯାଉଥିବା ଆଜି ଭୁବନେଶ୍ୱର ଡିସିପି କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes